ଆପଣଙ୍କ ଅଭିଯୋଗର ପଞ୍ଜିକରଣ ଓ ଏହାର ସମାଧାନ ଦିଗରେ ଏହି ମଞ୍ଚ ଆପଣଙ୍କୁ ସହଯୋଗ କରିଥାଏ

ଦୟାକରି ଆପଣଙ୍କ ଅଭିଯୋଗର ବିବରଣୀ ପ୍ରଦାନ କରନ୍ତୁ। ଏହା ଆମ ପାଖରେ ସୁରକ୍ଷିତ ରହିବ।

ଅଭିଯୋଗ ପଞ୍ଜିକରଣ କରନ୍ତୁ ଅଭିଯୋଗ ସ୍ଥିତିକୁ ଯାଞ୍ଚ କରନ୍ତୁ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣୀ କାର୍ୟ୍ୟ ନିର୍ଘଣ୍ଟ ଦେଖିବା ପାଇଁ ନିମ୍ନରେ କ୍ଳିକ କରନ୍ତୁ

ଜିଲ୍ଲାସ୍ତରୀୟ ଯୁଗ୍ମ ଶୁଣାଣୀ

ହ୍ଵାଟ୍ସଆପ୍ ଜରିଆରେ ଅଭିଯୋଗ ପଞ୍ଜିକରଣ କରନ୍ତୁ ଏବଂ ଏହାର ସ୍ଥିତି ଯାଞ୍ଚ କରନ୍ତୁ

ଦୟାକରି ନିମ୍ନରେ ଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ୬୩୭୦୯୫୧୯୩୦ କୁ "Hi" ପଠାନ୍ତୁ।

"ହାଏ" ପଠାନ୍ତୁ
Whatsapp Mobile Odia Whatsapp Mobile
Whatsapp Icon

ଏପରି ବିଷୟଗୁଡ଼ିକୁ ଅଭିଯୋଗ ଭାବେ ଗ୍ରହଣ କରାଯାଏ ନାହିଁ

ଆରଟିଆଇ
ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ସମସ୍ୟା
ବିଚାରାଧୀନ ଏବଂ ଅଦାଲତ ସହିତ ଜଡ଼ିତ ମାମଲା

ଆପଣଙ୍କ ଅଭିଯୋଗ ପଞ୍ଜିକରଣ ପାଇଁ ଏକିକୃତ ମଞ୍ଚ

ବିଭିନ୍ନ ସହଜ ଉପାୟରେ ଆପଣଙ୍କ ଅଭିଯୋଗର ପଞ୍ଜିକରଣ

ୱେବସାଇଟ୍
ହ୍ଵାଟ୍ସଆପ୍
ଇ-ମେଲ୍
ଚିଠି
ସିଧାସଳଖ ଅଭିଯୋଗ
ମୋବାଇଲ୍ ଆପ୍

କାହାକୁ ମୁଁ ମୋ ଅଭିଯୋଗ ପଠାଇବା ଉଚିତ ?

ଆପଣଙ୍କ ଅଭିଯୋଗ ଏହି ଅଫିସର/ଅଧିକାରୀଙ୍କ ଦ୍ଵାରା ତର୍ଜମା କରାଯିବ।

ଜିଲ୍ଲାପାଳ
ରାଜ୍ୟର ବିଭାଗଗୁଡ଼ିକ
ପୋଲିସ ମହାନିର୍ଦ୍ଦେଶକ / ଇନ୍ସପେକ୍ଟର
ମୁଖ୍ୟ ଶାସନ ସଚିବ
ମାନ୍ୟବର ମୁଖ୍ୟମନ୍ତ୍ରୀ
ରାଜ୍ୟପାଳ

ଜନଶୁଣାଣି ସହାୟତା କେନ୍ଦ୍ର ସହ ସଂଯୋଗ

ଚାଟ୍ କରନ୍ତୁ
Chatbot Icon

ଜରୁରୀ ସୂଚନା

ଜନସାଧାଣଙ୍କ ଅବଗତି ନିମନ୍ତେ ଏହା ଜଣାଇ ଦିଆ ଯାଉଅଛି କି, ଇ - ଅଭିଯୋଗ ୱେବସାଇଟ ୦୧.୧୧.୨୦୨୧ ଠାରୁ ଜନଶୁଣାଣି କୁ ପରିବର୍ତ୍ତିତ ହୋଇ ଯାଇଅଛି । ଯଦି ଆପଣ ଇ - ଅଭିଯୋଗ ପୋର୍ଟାଲ୍ ରେ ୩୦.୦୪.୨୦୨୧ ପୂର୍ବରୁ ପଞ୍ଜୀକରଣ କରିଥିବା ଅଭିଯୋଗର ସମାଧାନ ହୋଇନାହିଁ, ଆପଣ ନିଜର ଅଭିଯୋଗ ଜନଶୁଣାଣି ପୋର୍ଟାଲ୍ ମାଧ୍ୟମରେ ପୁନଃ ପଞ୍ଜୀକରଣ କରି ପାରିବେ ।